Breaking PLUSଓଡ଼ିଶାମୁଖ୍ୟ ଖବର
ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍

ଭୁବନେଶ୍ୱର- ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି । PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯିବ ସ୍ୱତନ୍ତ୍ର ଅଡିଟ୍ ବୋଲି ମନ୍ତ୍ରୀ କହିଛନ୍ତି । ୭ କୋଟି ଟଙ୍କାରେ ୫୧ଟି ଥାର୍ କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା ।



