ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଏହି ଅକ୍ସିଜେନ କନ୍ଷ୍ଟ୍ରେରକୁ ଯଥାଶୀଘ୍ର କିଣି ନିଆଯିବା ଆବଶ୍ୟକ ଓ ରାଜ୍ୟ ଗୁଡିକୁ ଉପଲବ୍ଧ କରାଇବା ବଶ୍ୟକ lପିଏମ କେୟାର ଫଣ୍ଡ ଅନୁସାରେ ପୂର୍ବରୁ ସ୍ୱୀକୃତି ପାଇଥିବା ୭୧୩ ଟି ପିଏସଏ ପ୍ଲାଣ୍ଟ ବ୍ୟତୀତ ,୫୦୦ ନୂଆ ପିଏସଏକୁ ମଞ୍ଜୁରୀ ଦିଆଯାଇଛି l ଏହି ପିଏସଏ ଗୁଡିକ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ଥିବା ଚିକିତ୍ସାଳୟ ଗୁଡିକୁ ଅକ୍ସିଜେନ ଯୋଗାଇବା ପାଇଁ ବୃଦ୍ଧି କରିବ l
ଏହି ୫୦୦ ଟି ପିଏସଏ ଘରୋଇ ନିର୍ମାତା ମାନଙ୍କୁ DRDO ଓ CSIR ଦ୍ୱାରା ବିକଶିତ ସ୍ବଦେଶୀ ଯାନ୍ତ୍ରିକ ଦ୍ୱାରା ସ୍ଥାପନ କରାଯିବ l ପିଏସଏର ସ୍ଥାପନ ଓ ପୋଟେବୁଲ ଅକ୍ସିଜେନ ପାଇଁ ଆବଶ୍ୟକତା ବୃଦ୍ଧି କରାଯିବ ,ଯାହାଦ୍ୱାରା ଡାକ୍ତର ଖାନା ଗୁଡିକୁ ଗଛ ମାନଙ୍କ ସାହାଯ୍ୟରେ ଅକ୍ସିଜେନ ପରିବହନରେ ବର୍ତମାନ ଆହ୍ୱାନରେ ସମାଧାନ କରାଯାଇ ପାରିବ l