Breaking PLUSଓଡ଼ିଶାମୁଖ୍ୟ ଖବର
ଅଣ୍ଡା ଖାଉ ନ ଥିଲେ ଫଳ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର-PM ପୋଷଣ ଓ MMPY ସ୍କିମ୍ରେ ଅଣ୍ଡା ଖାଉ ନ ଥିଲେ ଫଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ତାଗିଦ କଲା ଗଣ ଶିକ୍ଷା ବିଭାଗ । ଯେଉଁ ଦିନ ଅଣ୍ଡା ଦିଆଯାଉଛି, ଯିଏ ନ ଖାଇବ ଫଳ ଦେବାକୁ ଲେଖିଲେ । କୌଣସି ସମସ୍ୟା କିମ୍ବା ଖରାପ ପ୍ରଚାର ହେବାକୁ ନ ଦେବାକୁ ପରାମର୍ଶ ।



