ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରହିଛି ୧୯୫୦ କୋଟି ଟଙ୍କା ।
-ରାଜ୍ୟ ବଜେଟ୍ ପର୍ଯ୍ୟଟନସ୍ଥଳୀଗୁଡିକରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ୧୯୫୦ କୋଟି ଟଙ୍କା
-ଅବଢା ଯୋଜନା ଅଧୀନରେ ୧୩୨୫ କୋଟି ଟଙ୍କା
-ଓଡିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ୫୯୦ କୋଟି
-ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା – ୩୭୫ କୋଟି
-ଏକାମ୍ର ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି ଲେଖାଏଁ
-ଐତିହ୍ୟ, ସ୍ମାରକୀ, ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୫୦ କୋଟି
-ପର୍ଯ୍ୟଟନର ପ୍ରସାର ପାଇଁ ୧୫୦ କୋଟି