Breaking PLUSଓଡ଼ିଶାଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର

ମହଙ୍ଗା ହୋଇଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ-ଡିଜେଲ ପରେ ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ରୋଷେଇ ଗ୍ୟାସର ଦର ବଢ଼ିଛି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି । ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି ।

ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩୪.୫ ଟଙ୍କା ହୋଇଛି । ମୁମ୍ବାଇରେ ଏହାର ମୂଲ୍ୟ ୨୫.୫୦ ଟଙ୍କା ବଢ଼ି ୮୩୪.୫ ଟଙ୍କା ହୋଇଛି । କୋଲକାତାରେ ୯୬୧ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୫୦.୫ ଟଙ୍କାକୁ ବୃଦ୍ଧି ପାଇଛି ସିଲିଣ୍ଡର ମୂଲ୍ୟ ।

Show More

Related Articles

Back to top button