Breaking PLUSଓଡ଼ିଶାମୁଖ୍ୟ ଖବର

ପୋଖରୀ ହୁଡ଼ାରୁ ୪ ଦିନର ଶିଶୁକନ୍ୟା ଉଦ୍ଧାର

କେନ୍ଦୁଝର: ପୋଖରୀ ହୁଡ଼ାରୁ ୪ ଦିନର ଶିଶୁକନ୍ୟା ଉଦ୍ଧାର । ତୁରୁମୁଙ୍ଗା ଥାନା ସିରେଇଟାଙ୍ଗିରି ଗାଁ ପୋଖରୀ ହୁଡ଼ାରୁ ଉଦ୍ଧାର  । ବ୍ୟାଗ୍‌ରେ ଭର୍ତ୍ତି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କଲେ ଲୋକେ । ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ ।

Show More

Related Articles

Back to top button