Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କମିଲା ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ- କମିଲା ସୁନା ଓ ରୂପା ମୂଲ୍ୟ । ମୁମ୍ବଇରେ ୨୪କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୨୫,୮୮୦ ଥିବାବେଳେ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୧୫,୩୯୦ ରହିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୧,୫୯,୯୦୦ ଟଙ୍କାରେ ଉପଲବ୍ଧ ଥିଲା ।

ଦିଲ୍ଲୀରେ ସୁନା ୨୨କ୍ୟାରେଟର ଦାମ୍ ୧୦ଗ୍ରାମ ପ୍ରତି ୧,୧୫,୫୪୦ ଏବଂ ୨୪କ୍ୟାରେଟ ସୁନାର ମୂଲ୍ୟ ୧,୨୬,୦୩୦ ରହିଛି । ସେହିପରି କଲକତାରେ ୨୨କ୍ୟାରେଟ ସୁନାର ଦାମ୍ ୧,୧୫,୩୯୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୧,୨୫,୮୮୦ଟଙ୍କା ରହିଛି । ଆଜି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନା ୧୦ଗ୍ରାମ ପ୍ରତି ୧,୧୪ହଜାର ୬୫୦ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button