Breaking PLUSଓଡ଼ିଶାମୁଖ୍ୟ ଖବର
ସୁନା ଦୋକାନୀଠୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ

ରାୟଗଡା : ସୁନା ଦୋକାନୀଠୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ । ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ଼ ଦୋକାନରୁ ଝାମ୍ପି ନେଲେ ବ୍ୟାଗ୍ । ଦୋକାନ ଖୋଲୁଥିବା ବେଳେ ଝାମ୍ପି ନେଇ ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ । ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍, ପୋଲିସର ତଦନ୍ତ ।