ଦେଶସ୍ୱତନ୍ତ୍ର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନବଜାତ ଶିଶୁଙ୍କୁ ମିଳିବ ସୁନାମୁଦି

ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ । ତାଙ୍କ ଜନ୍ମଦିନକୁ ନେଇ ଦେଶରେ ଅନେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଭାଜପା କର୍ମୀ ତାମିଲନାଡୁ ୟୁନିଟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ଶନିବାର ଚେନ୍ନାଇର ଆରଏସଆରଏସ୍‌ ହସ୍ପିଟାଲରେ ନବଜାତ ଶିଶୁଙ୍କୁ ପ୍ରାୟ ୫୦୦୦ ଟଙ୍କା ମୂଲ୍ୟର ସୁନା ମୁଦି ଦିଆଯିବ ବୋଲି ଚୟନ କରାଯାଇଛି। ସେହିପରି  ୭୨୦ କିଲୋଗ୍ରାମ ମାଛ ବଣ୍ଟନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

 

 

Show More

Related Articles

Back to top button