ଓଡ଼ିଶା
ଗୁଟଖାରୁ ମିଳିଛି 1012 କୋଟି ଟିକସ

ଭୁବନେଶ୍ୱର- ୨୦୨୩-୨୪ରେ ଗୁଟଖାରୁ ରାଜ୍ୟକୁ ମିଳିଛି ୧୦୧୨ କୋଟି ଟଙ୍କା । ଗୁଟଖାରୁ ଟିକସକୁ ନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ‘୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ ରାଜ୍ୟ ସରକାର’ । ‘୨୦୨୪-୨୫ ଜୁଲାଇ ସୁଦ୍ଧା ଆଦାୟ ହୋଇଛି ୩୫୭.୧୬ କୋଟି ଟଙ୍କା’ ।