Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବାକୁ ଯୋଜନା
ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବାକୁ ଯୋଜନା କରିଛନ୍ତି ସରକାର । ଓମ୍ଫେଡ୍ ସମୀକ୍ଷା ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ । ରିହାତି ଦରରେ ଯୋଗାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଓମ୍ଫେଡ୍ର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି । ଆବଶ୍ୟକ ହେଲେ ସବୁ ମନ୍ଦିରକୁ ଘିଅ ଯୋଗାଇବାକୁ ପ୍ରସ୍ତୁତ ।