Breaking PLUSଓଡ଼ିଶାମୁଖ୍ୟ ଖବର
ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍ ଗ୍ରେଡ୍ ଏ’ ମାନ୍ୟତା

ଭୁବନେଶ୍ୱର- ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍ ଗ୍ରେଡ୍ ଏ’ ମାନ୍ୟତା । ନାକ୍ ଗ୍ରେଡ୍ ଏ’ ମାନ୍ୟତା ମିଳିଥିବା ନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ହେବା ପରେ ପ୍ରଥମ ଥର ଗ୍ରେଡ୍ ଏ’ ମାନ୍ୟତା ।



