Breaking PLUSଓଡ଼ିଶାମୁଖ୍ୟ ଖବର

ଗୋଷ୍ଠୀ ସଂଘର୍ଷ; ୫ ଆହତ

ଯାଜପୁର: ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ୫ ଜଣ ଆହତ ହୋଇଛନ୍ତି |ଘଟଣାଟି ସଦର ଥାନା ଅନ୍ତର୍ଗତ ନାଥସାହି ଆଦମପୁର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି |ସରସ୍ବତୀ ଭସାଣିକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଇଥିବାର ସୂଚନା ମିଳିଛି |ଏହି ଗଣ୍ଡଗୋଳରେ ଆହତ ହୋଇଥିବା ସମସ୍ତଙ୍କୁ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି |

Show More

Related Articles

Back to top button