Breaking PLUSଓଡ଼ିଶାମୁଖ୍ୟ ଖବର

ବାର୍ଡ ଫ୍ଲୁ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ପିପିଲିରେ ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନଜର ରଖିଛୁ, ରିଭ୍ୟୁ କରାଯାଉଛି । ସର୍ଭେଲାନ୍ସ ବଢ଼ାଇବା ସହ ରୋକିବା ଉପରେ ପଦକ୍ଷେପ ନେଉଛୁ । ଲୋକଙ୍କୁ ସଚେତନ କରିବା ସହ ଆତଙ୍କିତ ନ ହେବାକୁ ଅପିଲ୍ କଲେ ।

ବାର୍ଡ-ଫ୍ଲୁ ପ୍ରଭାବିତ ପିପିଲି ଅଞ୍ଚଳରେ ଶନିବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ରବିବାର ଦ୍ବିତୀୟ ଦିନରେ ୩ ଫାର୍ମରୁ ୪୭୪୯ କୁକୁଡ଼ା ମରାଯାଇ ମାଟିରେ ପୋତା ଯାଇଛି। ଏହି ଅଭିଯାନରେ ରାଜ୍ୟର ୪ ଜିଲାରୁ ୧୩ଟି ରାପିଡ୍‌ ରେସ୍‌ପନ୍ସ ଦଳ(ଆର୍‌ଆର୍‌ଟି)ର ୬୫ ସଦସ୍ୟ ସାମିଲ ହୋଇଛନ୍ତି।

Show More

Related Articles

Back to top button