Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଠାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସେବନ ଉପରେ କଡ଼ା କଟକଣା

ପୁରୀ, ୧ ଜାନୁଆରୀ – ଆଜି ଠାରୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ । ତଦନୁଯାୟୀ, ଶାଳିନତାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଆସିଛନ୍ତି । ସେହିପରି ମନ୍ଦିର ପରିସରକୁ ଗୁଟଖା, ପାନ ନେବା ଓ ମନ୍ଦିର ପରିସରରେ ଗୁଟଖା, ପାନ ସେବନ କରିବା ଉପରେ କଟକଣା ଜାରି କରାଯାଇଛି । ତେବେ ଯଦି କେହି ଏହାକୁ ଅମାନ୍ୟ କରେ ବା ଧରାପଡେ ତାଙ୍କ ବିରୋଧରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Show More

Related Articles

Back to top button