Breaking PLUSଓଡ଼ିଶାମୁଖ୍ୟ ଖବର

ଡିସେମ୍ବର 2ରେ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳି ମହୋତ୍ସବ

ଭୁବନେଶ୍ୱର- ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳି ମହୋତ୍ସବ ଓ ଏକ ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ୟୁନିଟ-3 ରାମମନ୍ଦିର ଠାରେ ଡିସେମ୍ବର 2 ତାରିଖ ପ୍ରତିପଦା ତିଥି, ସୋମବାର ଦିନ ସନ୍ଧ୍ୟା 5ଟାରୁ ରାତି 9ଟା ମଧ୍ୟରେ 10ହଜାର ଘିଅ ଦୀପ ବିଶ୍ୱଶାନ୍ତି ବାୟୁ ପ୍ରଦୂଷଣରୁ ମୁକ୍ତି ଓ ସଦଭାବନା ପାଇଁ ଅନୁଷ୍ଠିତ ହେବ । ଏଥିରେ ଭାରତ ତଥା ଓଡ଼ିଶାରୁ ବହୁ ସାଧୁସନ୍ଥ ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଉତ୍କଳ ପ୍ରହରୀ ପରିବାର ପକ୍ଷରୁ ଅନୁରୋଧ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button