Breaking PLUSଓଡ଼ିଶାମୁଖ୍ୟ ଖବର
ଦୁଇ ଦିନ ରାଜ୍ୟରେ ନିଆଁ ବର୍ଷା

ଭୁବନେଶ୍ୱର- ଆସନ୍ତା ଦୁଇ ଦିନ ରାଜ୍ୟରେ ହେବ ନିଆଁ ବର୍ଷା । ଆସନ୍ତା ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି ।