Breaking PLUSଦେଶମୁଖ୍ୟ ଖବର

ଉବୁଟୁବୁ ମୁମ୍ବାଇ ସହର

ମୁମ୍ବାଇ:  ମୁମ୍ବାଇ  ସହରରେ ପ୍ରବଳ ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁ ବ୍ୟାପକ ଜଳବନ୍ଦୀ ହୋଇ ମୁମ୍ବାଇରେ ପରିବହନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୁର୍ଲା, ସିଓନ, ଦାଦର ଏବଂ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ସୂଚନା ରହିିଛି। ସୋମବାର ଦିନ ପ୍ରତ୍ୟୁଷରେ ପାଣି ଘେରରେ ଗାଡ଼ିମଟର ଯାଉଥିବାର ଦୃଶ୍ୟ ଦେଖଇବାକୁ ମିଳିଥିଲା।

Show More

Related Articles

Back to top button