Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସାଲିଆସାହି ଆଶୀର୍ବାଦ ସମାବେଶରେ ଯୋଗ ଦେଲେ ହେମାମାଳିନୀ

ଭୁବନେଶ୍ୱର- ଓଡ଼ିଶାରେ ପହଞ୍ଚିଛନ୍ତି ଡ୍ରିମଗର୍ଲ ହେମାମାଳିନୀ। ଏହି ଅବସରରେ ସେ ସାଲିଆସାହି ଆଶୀର୍ବାଦ ସମାବେଶରେ ଯୋଗ ଦେଇଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଶଂସାରେ ପୋତିବା ସହ ରାଜ୍ୟ ସରକାରଙ୍କୁ ଟାାର୍ଗେଟ କଲେ ହେମାମାଳିନୀ । ମୁମ୍ବାଇର ଧରାବୀ ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଲେ । ମହିଳାଙ୍କୁ ଆତ୍ମନିର୍ଭର ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ । ୫୦ ବର୍ଷର କଂଗ୍ରେସ, ୨୫ ବର୍ଷର ବିଜେଡି ସରକାରରେ ଭ୍ରଷ୍ଟାଚାର ବଢ଼ିଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, ବିକାଶ ହୋଇନି । ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ ବୋଲି ହେମାମାଳିନୀ କହିଛନ୍ତି ।

Show More

Related Articles

Back to top button