Breaking PLUSଓଡ଼ିଶାମୁଖ୍ୟ ଖବର

କନଷ୍ଟେବଳ ସିପାହୀ ଆବେଦନ ୧୫କୁ ବୃଦ୍ଧି

ଭୁବନେଶ୍ୱର- ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଲ୍‌/ସିପାହୀ ନିଯୁକ୍ତି ପ୍ରସଙ୍ଗ ।ଆବେଦନ ପାଇଁ ଆଜି ଥିବା ଶେଷ ତାରିଖକୁ ବୃଦ୍ଧି କଲେ ହାଇକୋର୍ଟ । ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ କହିଲେ ହାଇକୋର୍ଟ । ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି  ।ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀ ଅପିଲ୍‌ କରିଛନ୍ତି  ।ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଦିନ ଧାର୍ଯ୍ୟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button