Breaking PLUSଓଡ଼ିଶାମୁଖ୍ୟ ଖବର

ଶିଶୁଭବନ ଲାଲବାଗ ପଟ ଗେଟ୍ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିଶୁଭବନ ଲାଲବାଗ ପଟ ଗେଟ୍ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ  । କଟକ ସହର ସମସ୍ୟା ସମ୍ପର୍କିତ ଶୁଣାଣି ବେଳେ ନିର୍ଦ୍ଦେଶ ଦେଲେ କୋର୍ଟ  । ଗେଟ୍ ସାମ୍ନାରୁ ତୁରନ୍ତ ଅବରୋଧ ହଟାଇବାକୁ କହିଲେ ହାଇକୋର୍ଟ  । ଗେଟ୍ ସାମ୍ନାରେ ଭେଣ୍ଡିଂ ଲାଇସେନ୍ସ କେମିତି ମିଳିଲା ପ୍ରଶ୍ନ କଲେ  । ଏନେଇ ସିଏମ୍‌ସିକୁ ଜବାବ ତଲବ, ୧୯ରେ ପରବର୍ତ୍ତୀ ଶୁଣାଣି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button