Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଲା

ହୀରାକୁଦ ଜଳଭଣ୍ଡାରର କ୍ଷମତା ୬୩୦ଫୁଟ ଥିବାବେଳେ ଏବେ ଜଳସ୍ତର ୬୩୦ଫୁଟ ପୁରିଛି। ନିର୍ଦ୍ଧାରିତ ୧୦ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି। ବର୍ତ୍ତମାନ ହୀରାକୁଦର ସବୁ ଗେଟ ବନ୍ଦ ରହିଥିବା ବେଳେ ୫୬ହଜାର ୩୯୨କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୭ହଜାର ୩୩୪କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି। ସେଥିରାୁ ପାୱାର ଚାନେଲ୍‌‌ ଦେଇ ୩୨ହଜାର ୬୭୫କ୍ୟୁସେକ ଜଳ ମହାନଦୀରେ ଛଡାଯାଉ ଥିବାବେଳେ ଶିଳ୍ପାନୁଷ୍ଠାନ ଗୁଡିକ ୨୭୩କ୍ୟୁସେକ ଜଳ ଟାଣୁଛନ୍ତି। ଜଳସେଚନ ପାଇଁ ବିଭିନ୍ନ କେନାଲ ଦେଇ ୪ହଜାର ୩୮୬ କ୍ୟୁସେକ ଜଳ ଛଡାଯାଇଛି।

Show More

Related Articles

Back to top button