Breaking PLUSଓଡ଼ିଶାମୁଖ୍ୟ ଖବର

ହ୍ୟୁମାନ ମୃତ୍ୟୁ: କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ

ହ୍ୟୁମାନ ମୃତ୍ୟୁ ଘଟଣାରେ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ  । ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ଅଭିଯୋଗ କଲେ ନିର୍ଦ୍ଦେଶକ ଜିତୁ ରାଉତ । ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି  । ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଆଦି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି । ହ୍ୟୁମାନ ରୋଜଗାର କରିଥିବା ଟଙ୍କା ହେରଫେର ହେଇଛି କହିଲେ ନିର୍ଦ୍ଦେଶକ  । ମ୍ୟାନେଜର ଓ ପୂରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button