Breaking PLUSଓଡ଼ିଶାମୁଖ୍ୟ ଖବର
କନ୍ଷ୍ଟେବଲ୍ ସ୍ତ୍ରୀକୁ କନ୍ଷ୍ଟେବଲ୍ ସ୍ବାମୀର ହତ୍ୟା ଉଦ୍ୟମ

ବଲାଙ୍ଗିର: କନ୍ଷ୍ଟେବଲ୍ ସ୍ତ୍ରୀକୁ କନ୍ଷ୍ଟେବଲ୍ ସ୍ବାମୀର ହତ୍ୟା ଉଦ୍ୟମ । ସହଯୋଗୀ ସହ ମିଶି ଲୁହା ରଡ୍ରେ ଆକ୍ରମଣ ଅଭିଯୋଗ ହୋଇଛି । ତୁଷୁରା ଥାନା ସମରା ଗାଁ ଛକରେ ଘରୋଇ କଳିରୁ ଆକ୍ରମଣ ହୋଇଛି । ୨ ଜଣଙ୍କ ନାଁରେ ଥାନାରେ ମହିଳା କନ୍ଷ୍ଟେବଲ ଏତଲା ଦେଇଛନ୍ତି ।