ଯାହାର ଶୁଭ ଉନ୍ମୋଚନ କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା କରାଯାଇଛି। ସମ୍ପୂର୍ଣ କୋଭିଡ ଗାଇଡ଼ ଲାଇନ ଅନୁସାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ରେ ଉପଲବ୍ଧ ହୋଇପାରିବ । ଯାହାକି ଉଭୟ ୬ ଓ ୭ ସିଟ ବିଶିଷ୍ଟ ଅଟେ।
ଏହା ସହିତ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ ରେ ଭୁବନେଶ୍ୱର ର ତମାଣ୍ଡୋ,ୟୁନିଟ ୪, ଲୁଇସ ରୋଡ଼ ଓ ଉତ୍ତରା ଛକରେ ଥିବା କମ୍ପାନୀର ଶୋରୁମ ରେ ଉପଲବ୍ଧ ଅଟେ।