Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଶା ଓ ଓଡ଼ିଆଣୀଙ୍କ ପାଇଁ ଖୁସି ଖବର; ଆଏଏସ୍ ଉଷା ପାଢୀ ହେଲେ ସିଭିଲ୍ ଆଭିଏସନର ଡାଇରେକ୍ଟର୍ ଜେନେରାଲ୍

ଓଡ଼ିଶା ଓ ଓଡ଼ିଆଣୀଙ୍କ ପାଇଁ ଖୁସି ଖବର କାରଣ ଜଣେ ଓଡ଼ିଆ ଘରର ବୋହୁ ଆଜି, ବ୍ୟୁରୋ ସିଭିଲ୍ ଆଭିଏସନର ଡାଇରେକ୍ଟର୍ ଜେନେରାଲ୍ । ସେହେଉଛନ୍ତି ଓଡ଼ିଶା କ୍ୟାଡର  ଆଏଏସ୍  ଅଫିସର୍ ଉଷା ପାଢୀ । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ଉଷା ପାଢୀ । ତେବେ ଆଉ ଏକ ଗୌରବର କଥା ହେଉଛି ସେ ପ୍ରଥମ ମହିଳା ଭାବେ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି । ସେଏବେ ଡେପୁଟେସନ୍ ରେ କେନ୍ଦ୍ର କୁ ଯାଇଛନ୍ତି ।

 

 

Show More

Related Articles

Back to top button