ଆପଣଙ୍କ ସ୍ବପ୍ନ ପୂରଣ କରିବା ପାଇଁ କଣ ଆପଣ କୋଟିପତି ହେବାକୁ ସ୍ୱପ୍ନ ଦେଖୁଛନ୍ତି କି? ଆପଣ ଘରେ ବସି କୋଟିପତି ହେଇପାରିବେ l ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ ଖାଲି ଆପଣଙ୍କ ପାଖରେ ଯଦି ଏକ ଟଙ୍କିଆ ମୁଦ୍ରା ଅଛି ତାହାହେଲେ ଆପଣ ୯ କୋଟି ୯୯ ଲକ୍ଷ ଟଙ୍କା ଆପଣଙ୍କର ହେଇପାରିବ l କିନ୍ତୁ ଏହି ମୁଦ୍ରାଟି କୌଣସି ସାଧାରଣ କଏନ ନୁହେଁ l
ଆସନ୍ତୁ ଜାଣିବା ଏମିତିକା ମୁଦ୍ରା ବିଷୟରେ ଯାହା ଆପଣଙ୍କୁ କୋଟିପତି କରାଇ ପାରିବ l
ଆପଣଙ୍କୁ କହି ରଖୁଯୁଯେ କିପରି କରିବେ ରୋଜଗାର :
କୋଟିପତି ହେବାପାଇଁ ୧୮୮୫ ମସିହାର ଏକ ଟଙ୍କିଆ ମୁଦ୍ରା ଆବଶ୍ୟକ l ଏହି ମୁଦ୍ରାଟିକୁ ଆପଣ ଅନଲାଇନରେ ସେଲ କରି ୯ କୋଟି ୯୯ ଲକ୍ଷ ତାଙ୍କ ଜିତି ପାରିବେ l ବର୍ତମାନ ବିଶ୍ୱର ଅଧିକାଂଶ ଲୋକ ଏହାକୁ ଜିତି ସାରିଛନ୍ତି l କାରଣ ଲୋକମାନଙ୍କୁ ପୁରୁଣା ଆଣ୍ଟିକ ଜିନିଷର କ୍ରେଜ ରହିଛି l
ଅପଲୋଡ଼ କରନ୍ତୁ ପୁରୁଣା ମୁଦ୍ରାର ଫଟୋ
କହି ରଖୁଛୁଜେ ଏହି ଫୋଟୋକୁ ଆପଣ ଓ .ଏଲ.ଏକ୍ସ ରେ ନିଲାମ କରିପାରିବେ l ଓ .ଏଲ.ଏକ୍ସରେ ନିଜର ଆକାଉଣ୍ଟ କ୍ରିଏଟ କରି ଗୋଟିଏ ବିକ୍ରେତା ଭାବରେ ନିଜର ରେଜିଷ୍ଟସନ କରନ୍ତୁ l ରେଜିଷ୍ଟସନ ସାରିବା ପରେ ମୁଦ୍ରାର ଫୋଟୋକୁ ଅପଲୋଡ଼ କରନ୍ତୁ l ଅପଲୋଡ଼ ସାରିବା ପରେ ମୁଦ୍ରlଟିର ଫୋଟୋ କୁ ସେଲ ପାଇଁ ଛାଡି ଦିଅନ୍ତୁ l
ନିଲାମ କରିବା ଦ୍ୱାରା ମିଳିଥାଏ ଭଲ ରୋଜଗାର :
ଦେଶରେ ସବୁବେଳେ ଆଣ୍ଟିକ ଜିନିଷର ଚାହିଦା ରହିଛି l ପୁରୁଣା ମୁଦ୍ରାର ଚାହିଦା ଲୋକମାନଙ୍କ ଭିତରେ ସବୁବେଳେ ରହିଥାଏ l ଅଣ୍ଟିକ ଜିନିଷ ନିଲାମ କରିବା ଦ୍ୱାରା ଭଲ ରୋଜଗାର ହୋଇଥାଏ l ଏହି ଜିନିଷର କମି କାରଣରୁ ଲୋକମାନେ ଏହାକୁ ଅଧିକ ମୂଲ୍ୟ ଦେଇ କିଣନ୍ତି l