Breaking PLUSଓଡ଼ିଶାମୁଖ୍ୟ ଖବର
୨୦୨୫ରେ ମହିଳାଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର- ୨୦୨୫ରେ ମହିଳାଙ୍କୁ ୩ ଥର ସୁଭଦ୍ରା ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ତାରିଖ ଏବଂ ରକ୍ଷା ବନ୍ଧନରେ ସୁଭଦ୍ରା ଟଙ୍କା ମିଳିବ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଆଜି ଫିଲ୍ଟ ରିପୋର୍ଟ ଆସିବ । ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। କେହି ଯେମିତି ଏଥିରୁ ବଞ୍ଚିତ ନହୁଅନ୍ତୁ , ସେଥିପ୍ରତି ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।