Breaking PLUSଓଡ଼ିଶାମୁଖ୍ୟ ଖବର
6 ଓ 8ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର- ଦୁଇ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ୬ ଏବଂ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ରହିଛି। ଉତ୍ତର ଓଡିଶା ଉପକୂଳରେ ଝଡ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବଡ ଜୁଆର ଆସିବାର ସମ୍ଭାବନା ରହିଛି।