ରାୟଗଡ଼ା ପଦ୍ମପୁର ଥାନା ଅନ୍ତର୍ଗତ ଭାଲୁମେଣ୍ଟା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି ।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଲିମାପଦର ଗ୍ରାମର ରମେଶ ପଣ୍ଡା (୪୮) ବୋଲି ଜଣାପଡ଼ିଛି ।