ଅପରାଧଓଡ଼ିଶାସ୍ୱତନ୍ତ୍ର

ସ୍କୁଲ ଫି’ କୁ ନେଇ ଅଭାବନୀୟ ଘଟଣା, କୁନି କୁନି ପିଲାଙ୍କୁ ୫ ଘଣ୍ଟା ଯାଏ କୋଠରୀରେ ବନ୍ଦ୍

ସ୍କୁଲ ଫି’ କୁ ନେଇ ଅଭାବନୀୟ ଘଟଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଆପିଜେ ସ୍କୁଲରେ । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବାରୁ କୁନି କୁନି ପିଲାଙ୍କୁ ୫ ଘଣ୍ଟା ଯାଏ କୋଠରୀରେ ବନ୍ଦ୍ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଏହାକୁ ନେଇ ଏବେ ଉତ୍ତେଜନା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ,ଅଭିଭାବକମାନେ ଉକ୍ତ ଘଟଣାକୁ ପ୍ରତିବାଦ କରିବା ସହ ଧାରଣା ଦେଇଛନ୍ତି । ସେହିପରି ମାନବାଧିକାର ଓ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଭାବକମାନେ ଫେରାଦ ମଧ୍ୟ ହୋଇଛନ୍ତି ।

ଅନ୍ୟପଟେ ସ୍କୁଲ ଆଡମିନ୍ ହେଡଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି

Show More

Related Articles

Back to top button