Breaking PLUSଓଡ଼ିଶାମୁଖ୍ୟ ଖବର
ଉତ୍କଳ ବିଲ୍ଡର ଉପରେ ଆୟକର ରେଡ୍

ଭୁବନେଶ୍ୱର- ଉତ୍କଳ ବିଲ୍ଡର୍ସ ଉପରେ ଆୟକର ଚଢାଉ । ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲ୍ଡରର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । 18 ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଚଢାଉରେ 120 ଅଫିସର ନିୟୋଜିତ ଅଛନ୍ତି । କୋଟି କୋଟି ଟଙ୍କା ଆୟକର ଫାଙ୍କିବା ନେଇ ଜଣା ପଡିବା ପରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଉଛି ।



