Breaking PLUSଦେଶମୁଖ୍ୟ ଖବର
ମହାରାଷ୍ଟ୍ରରେ GBS ଭୂତାଣୁରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ- ମହାରାଷ୍ଟ୍ରରେ GBS ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ନାୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ସଂପୃକ୍ତ ବ୍ୟକ୍ତି ।