Breaking PLUSଦେଶମୁଖ୍ୟ ଖବର

ଭାରତକୁ ମିଳିଲା ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ

ଭାରତକୁ ମିଳିଲା ଆଉ ଏକ ସଫଳତା। ଶତ୍ର ପାଇଁ କାଳ ତିଆରି କଲା ଭାରତ। ସ୍ବଦେଶୀ ଜିନିଷ ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏବେ ଭାରତକୁ ଏହାର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ ମିଳିଛି। ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ନାସିକ୍ କାରଖାନାରେ ତେଜସ୍‌ର ସଫଳ ପରୀକ୍ଷଣ କରାଯାଇଥିବା ଜଣାଯାଇଛି। LCA (ହାଲୁକା ଯୁଦ୍ଧ ବିମାନ) ପାଇଁ HALର ତୃତୀୟ ଉତ୍ପାଦନ କେନ୍ଦ୍ର ଏବଂ HTT-40 ତାଲିମଦାତା ବିମାନ ପାଇଁ ଦ୍ୱିତୀୟ ଉତ୍ପାଦନ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଛି।

Show More

Related Articles

Back to top button