Breaking PLUSଦେଶମୁଖ୍ୟ ଖବର

ଦୁଇ ଦେଶ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଜାରି ରହିଛି ଅସ୍ତ୍ରବିରତି

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ ରବିବାର ଡିଜିଏମଓ ସ୍ତରୀୟ ଆଲୋଚନା ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ରବିବାର ଏହି ଆଲୋଚନା ହେବାର ଦିନ ଧାର୍ଯ୍ୟ ହୋଇନାହିଁ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟକାଳ ଯାଏ ଜାରି ରହିଛି। କୌଣସି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କୁହାଯାଇଛି।

Show More

Related Articles

Back to top button