Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୫୪ ହଜାର ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୩୨୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୧ ହଜାର ୯୮୧ରେ ପହଞ୍ଚିଛି।

ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୩୨୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୧ ହଜାର ୯୮୧ରେ ପହଂଚିଛି। ମୋଟ ୩ କୋଟି ୮୨ ହଜାର ୭୭୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ ଦିନକରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୮୫ । ମୋଟ ସୁସ୍ଥ ହେଲେଣି ୨କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ଆକ୍ରାନ୍ତ।

Show More

Related Articles

Back to top button