Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରେ ନୌସେନା ଦିବସ ପାଇଁ ଫୁଲ୍‌ଡ୍ରେସ ରିହର୍‌ସାଲ୍

ପୁରୀରେ ନୌସେନା ଦିବସ ପାଇଁ ଫୁଲ୍‌ଡ୍ରେସ ରିହର୍‌ସାଲ୍ । ବ୍ଲୁ ଫ୍ଲାଗ୍ ବିଚ୍‌ରେ ରଣକୌଶଳ ପ୍ରଦର୍ଶନ କରୁଛନ୍ତି ଯବାନ  । ଯୁଦ୍ଧ ଜାହାଜ, ଏୟାରକ୍ରାଫ୍ଟର ରଣକୌଶଳ ପ୍ରଦର୍ଶନ । ୪ ତାରିଖ ନାଭି ଡେ’ ପୂର୍ବରୁ ଚାଲିଛି ଫୁଲ୍‌ଡ୍ରେସ ରିହର୍‌ସାଲ୍ ।

ନୌସେନା ଦିବସରେ ପୁରୀରେ ଭାରତୀୟ ନୌବୀର ସମର କଳା ପ୍ରଦର୍ଶନ ହେବ । ଓଡ଼ିଶା ତଟରେ ପ୍ରଥମ ଥର ନୌସେନା ଦେଖାଇବ ଏହି ଯୁଦ୍ଧ କୌଶଳ । ନୌସେନା ଦିବସ ନେଇ ପୁରୀ ଜିଳ୍ଳାପାଳ, ନୌସେନା ଅଧିକାରୀ ସୂଚନା ଦେଇଛନ୍ତି । ନୌସେନା ଦିବସରେ ୧୫ଟି ସିପ୍‌, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ । ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ସାମିଲ ହୋଇପାରିବନି ।

Show More

Related Articles

Back to top button