Breaking PLUSଦେଶମୁଖ୍ୟ ଖବର

ଏସିଆ କପ ଜିତିଲା ଅଣ୍ଡର 19 ମହିଳା ଭାରତୀୟ ଟିମ୍

୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ବିଜୟୀ ହୋଇଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଆୟୋଜିତ ଏହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ଚମ୍ପିଆନ ହୋଇଛି। ଭାରତୀୟ ବ୍ୟାଟ୍ସମ୍ୟାନ ଗୋଙ୍ଗାଡି ତ୍ରିଶା ସର୍ବାଧିକ ୫୨ରନ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଇଟଲ ବିଜୟ ପରେ ୧୯ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Show More

Related Articles

Back to top button