Breaking PLUSଦେଶ ବିଦେଶମୁଖ୍ୟ ଖବର

ସିଡନୀ ଟେଷ୍ଟ- ଭାରତର ପ୍ରଥମ ପାଳି 185 ରନରେ ସୀମିତ

ସିଡନୀ- ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ନିଜର ପ୍ରଥମ ପାଳିରେ 185 ରନ ସ୍କୋର କରିଛି । ଭାରତ ପାଇଁ ଋଷଭ ପନ୍ତ ସର୍ବାଧିକ 40 ରନ କରିଛନ୍ତି । ପନ୍ତଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା 26, ଜଶପ୍ରୀତ ବୁମରାହ 22 ଓ ଶୁଭମନ ଗିଲ 20 ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲେଣ୍ଡ ସର୍ବାଧିକ 4ଟି ୱିକେଟ ନେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button