Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ଲକ୍ଷ୍ନୌ-ଦିଲ୍ଲୀ ମୁହାଁମୁହିଁ

ସୋମବାର ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ଚଳିତ ସିଜିନରେ ଟ୍ରଫି ସ୍ବପ୍ନକୁ ପୂରଣ କରିବା ଲକ୍ଷ୍ୟ ରଖି ଅଭିଯାନ ଆରମ୍ଭ କରିେବ। ଦିଲ୍ଲୀ କ୍ୟାପିଟାଲ୍ସ ଅଲରାଉଣ୍ଡର ଅକ୍ଷର ପଟେଲ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଋଷଭ ପନ୍ତ୍ଙ୍କ ନେତୃତ୍ବରେ ଖେଳିବ। ପଟ୍ଟ ପରିବର୍ତ୍ତନ କରିଥିବା ଋଷଭ ପନ୍ତ୍ ଓ ଲୋକେଶ ରାହୁଲ ନୂଆ ଋତୁରେ ନୂଆ ଆଶା ନେଇ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।