Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ

ଉତରାଖଣ୍ଡ- ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ  । ଉତ୍ତରାଖଣ୍ଡ ରିଷିକେଷ ମଧୁବନ ଆଶ୍ରମରେ ପାଳନ ହେଲା । ୭ ତାରିଖରେ ବିଧି ପରମ୍ପରା ଭାଙ୍ଗି ପାଳନ ହେଲା ରଥଯାତ୍ରା । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି  । ଏହାକୁ ଅନେକ ଜଗନ୍ନାଥ ପ୍ରେମୀ ବିରୋଧ ମଧ୍ୟ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button