Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା । ଦାୟିତ୍ୱ ଗ୍ରହଣ ପରେ ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ ଉପରେ ଗୁରୁତ୍ୱ ଦିଆଯିବା ସହ ସିସିଟିଭି ସର୍ଭିଲାନ୍ସ ବୃଦ୍ଧି ଓ ସାଇବର ଥାନାକୁ ସୁଦୃଢ଼ କରାଯିବ ବୋଲି କହିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button