Breaking PLUSଓଡ଼ିଶାମୁଖ୍ୟ ଖବର

କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ରେଡ୍‌

ଜଗତସିଂହପୁର: କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ରେଡ୍‌ ହୋଇଛି । ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ କରାଯାଇଛି । ୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟର ଅଟକ ରଖି ପ୍ରଶାସନ ଛାନଭିନ୍‌ କରୁଛି ।

Show More

Related Articles

Back to top button