Breaking PLUSଓଡ଼ିଶାମୁଖ୍ୟ ଖବର
ବନ୍ଧୁକ ଦେଖାଇ ସୁନା ବ୍ୟାଗ୍ ନେଇଗଲେ ଦୁର୍ବୃତ୍ତ

ଯାଜପୁର: ବନ୍ଧୁକ ଦେଖାଇ ସୁନା ବ୍ୟାଗ୍ ନେଇଗଲେ ଦୁର୍ବୃତ୍ତ । ଧର୍ମଶାଳା ଥାନା ରାଉତରାପୁର ମଠବାରୀ ନିକଟରେ ଲୁଟ୍ । ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୫ରୁ ୬ ଦୁର୍ବୃତ୍ତ । ଦେଢ଼ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।