Breaking PLUSଓଡ଼ିଶାମୁଖ୍ୟ ଖବର

ନଗଦ ୬ ଲକ୍ଷ ଟଙ୍କା, ସୁନା ରୁପା ଅଳଙ୍କାର ସହ ୧୪ ଗିରଫ

ଯାଜପୁର: ନଗଦ ୬ ଲକ୍ଷ ଟଙ୍କା, ସୁନା ରୁପା ଅଳଙ୍କାର ଜବତ ହୋଇଛି । ଏହି ଘଟଣାରେ ୧୪ ଗିରଫ ହୋଇଛନ୍ତି । ୨୩୦ ଗ୍ରାମ୍‌ ସୁନା, ଅଢ଼େଇ କେଜି ରୁପା ସହ ଅନେକ ମାରଣାସ୍ତ୍ର ଜବତ ହୋଇଛି । ୩୦ରୁ ଊର୍ଦ୍ଧ କେସ୍‌ରେ ସଂପୃକ୍ତି ଥିବା ୧୪ ଅଭିଯୁକ୍ତ ଗିରଫ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button