Breaking PLUSଓଡ଼ିଶାମୁଖ୍ୟ ଖବର

ଟାଙ୍ଗିଆ ଚୋଟରେ ମାଆ ମୃତ, ଶିଶୁ କନ୍ୟା ଗୁରୁତର

ଯାଜପୁର: ଟାଙ୍ଗିଆ ଚୋଟରେ ମାଆ ମୃତ, ଶିଶୁ କନ୍ୟା ଗୁରୁତର । ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ହତ୍ୟାକାଣ୍ଡ ଘଟିଛି । ଗୁରୁତର ଶିଶୁଙ୍କ ମୁଣ୍ଡରେ ଆଘାତ, କଟକ SCB ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଯୁବକ ଫେରାର, ଘଟଣାସ୍ଥଳରେ ପୋଲିସ ଟିମ୍ ପହଂଚିଛି ।ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ ମୃତ ମହିଳା ଓ ଅଭିଯୁକ୍ତ ଯୁବକ ।

Show More

Related Articles

Back to top button