Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ରାଜୌରୀରେ ଭୂକମ୍ପର ଝଟ୍‌କା

ରିକ୍ଟର ସ୍କେଲରେ ତୀବ୍ରତା 3.6 ରେକର୍ଡ

ରାଜୌରୀ: ଜମ୍ମୁକଶ୍ମୀରର ରାଜୌରୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଆଜି ସକାଳେ ଗୁରୁବାର ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ କରାଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜୌରୀରେ ଭୋର ପ୍ରାୟ 3ଟା 49 ମିନିଟ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।…

Show More

Related Articles

Back to top button