Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ରାଜପଥରେ ଟ୍ରକ୍‌କୁ ପଛରୁ ପିଟିଲା କାର୍‌; ୨ ମୃତ

ଜଟଣୀ: ଜାତୀୟ ରାଜପଥରେ ଟ୍ରକ୍‌କୁ ପଛରୁ ପିଟିଲା କାର୍‌ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଇନ୍‌ଫୋଭ୍ୟାଲି ଥାନା ପୀତାପଲ୍ଳି ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କାର୍‌ରେ ଥିବା ୨ ମୃତ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ସୂଚନା ମିିଳିଛି ।

Show More

Related Articles

Back to top button