Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର 18ରେ ନାମାଙ୍କନ ଭରିବୋ ଜୟ ଢୋଲକିଆ

ଭୁବନେଶ୍ୱର, 16 ଅକ୍ଟୋବର – ଆଜି ନୁହେଁ ୧୮ ଅକ୍ଟୋବରରେ ନାମାଙ୍କନ ପତ୍ର ଭାରିବେ ଜୟ ଢୋଲକିଆ। ପୂର୍ବରୁ ଦଳ ଆଜି ଅର୍ଥାତ ୧୬ ଅକ୍ଟୋବରରେ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଘୋଷଣା କରିଥିବା ବେଳେ ଜୟ ଢୋଲକିଆଙ୍କୁ ରାଶି ଅନୁସାରେ ୧୮ ଅକ୍ଟୋବରରେ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଶୁଭ ମୂହୁର୍ତ୍ତ ଥିବା କଥା କହୁଛନ୍ତି ତାଙ୍କ ମହାରାଜ। ସେଥିପାଇଁ ୧୮ ଅକ୍ଟୋବରରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଜୟ ଢୋଲକିଆ ଦଳ ସହ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

Show More

Related Articles

Back to top button