Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ମିଶିବା ଆମର ଭୁଲ- ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର- ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ କହିଲେ ଜୟନାରାୟଣ । ଓଡ଼ିଶାରେ ମିଶିବା ଆମର ଭୁଲ, ଆମକୁ ଶୋଷଣ କରାଯାଉଛି । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ କହିଲେ ଜୟନାରାୟଣ ।